Skip to main content

Imc Shri Tulsi odia describe

BENIFITS OF IMC SHRI TULSI 


ପରିଚୟ :- 

ଭାରତୀୟ ପାରମ୍ପାରିକ ରୀତି ରେ ତୁଳସୀ କୁ ମାତା ବୃନ୍ଦାବତି ରୂପେ ପୂଜା କରାଯାଏ। ଏହାର ନିଜସ୍ଵ ଶ୍ରେଷ୍ଠ ଚମତ୍କାର ଓ ଔଷଧୀୟ ଗୁଣ ଅଛି। ତୁଳସୀକୁ ସମସ୍ତ ଗଛ ଗୁଡିକର ପବିତ୍ର ଗଛ ବୋଲି ମାନାଯାଏ ।ତୁଳସୀ ଗଛ କୁ ପାରମ୍ପାରିକ ଭାରତୀୟ ଚିକିତ୍ସା ପ୍ରଣାଳୀରେ ଔଷଧୀୟ ରୂପେ ବ୍ୟବହାର କରାଯାଏ। ତୁଳସୀ କୁ  ସବୁ ରୋଗର ନାସକ ରୂପରେ ମାନ୍ୟତା ଦିଆଯାଇଛି । ତୁଳସୀକୁ ଜଡି - ବୁଟିର ରାଣୀ ମଧ୍ୟ ମାନାଯାଏ । 

ଏମିତି କୌଣସି ଜଡି - ବୁଟି ନାହିଁ , ଯାହାକି ତୁଳସୀ ଭଳି ସ୍ଵାସ୍ଥ୍ୟ ଲାଭଦାୟକ ଦେଇ ପାରେ ।   ଏହା ପୋଷ୍ଟିକ ଗୁଣରେ ଭରପୁର ଅଟେ । 

ତୁଳସୀ ଭିଟାମିନ ଏବଂ ଖଣିଜ ଦ୍ରବର ମିଶ୍ରଣ ଅଟେ ଯେମିତି : - ଭିଟାମିନ - ଏ , ବିଟାକେରୋଟିନ ପୋଟାସିୟାମ , ଆୟରୋନ , କୋପର , ମ୍ୟାଙ୍ଗାନିଜ , ମ୍ୟାଗ୍ନେସିୟାମ । ତୁଳସୀରେ ସବୁଠାରୁ ଭଲ ଏଣ୍ଟି - ଆକ୍ସିଡେଣ୍ଟ , ଏଣ୍ଟି - ଇମ୍ପଲୋମେଟ୍ରି , ଏଣ୍ଟି - ବାୟରୋଲ , ଏଣ୍ଟି - ଏଲାର୍ଜି ଓ ଏଣ୍ଟି - ଦିଜିଜ୍ ଗୁଣ ମିଳିଥାଏ । 

ଏହାକୁ ଆଧାର କରି IMC ତିଆରି କରିଛି ଶ୍ରୀ ତୁଳସୀ । ଯାହାକି 5 ଟି ତୁଳସୀ ଗଛ ଯଥା :- ରାମ ତୁଳସୀ, ଶ୍ୱାମ ତୁଳସୀ, ବଣ ତୁଳସୀ, ନିମ୍ବ ତୁଳସୀ ଓ ବିଷ୍ଣୁ ତୁଳସୀ  ର ଅର୍କ କୁ ନେଇ  ପ୍ରସ୍ତୁତ ହୋଇଛି ।


ଲାଭ :-

ଏହା ୨୦୦ ପ୍ରକାରର ରୋଗ ପାଇଁ ଲାଭ ଦାୟକ ଅଟେ ଯେମିତି : - . ସ୍ଵାୟଂ ଫ୍ଲୁ , ଡେଙ୍ଗୁ , ଜୋର , ଖାସ , ଥଣ୍ଡା , ଗଣ୍ଠି ବ୍ୟଥା , ବ୍ଲଡ ପ୍ରେସର , ମୋଟାପଣ , ସୁଗାର , ଏଲାର୍ଜି, ହେପାଟାଇଟସ୍ , ପରିଶ୍ରା ସମ୍ବନ୍ଧିତ ସମସ୍ୟା , ବାତ , ନାକଶିରା , ଅନ୍ତହିନରେ ବ୍ୟଥା , ଅଲସର , ଦୁର୍ବଳ , ବିର୍ଯ୍ୟ ଆଭାବ , ଥକା , ଭୋକ ନଲାଗିବା , ବାନ୍ତି ଦେଖାଇବା ଆଦି। ତୁଳସୀ ହୃଦୟ ପାଇଁ ସର୍ବୋତ୍ତମ ଟୋନିକ ରୂପରେ କାର୍ଯ୍ୟ କରିଥାଏ । ଶ୍ରୀ  ତୁଳସୀ କାଛୁ, କୁଣ୍ଡିଆ , ଏକଜିମା , ଇତ୍ୟାଦି ଚର୍ମ ରୋଗ ତଥା ଦେହରେ ଥିବା ଘାକୁ ଶିଘ୍ର ଠିକ କରିବାରେ ଏକ ସର୍ବୋତ୍ତମ ଔଷଧ ଅଟେ । ଏମିତିକି ସଂକ୍ରମଣର ଚିକିତ୍ସା ପାଇଁ ତୁଳସୀ ଭଳି କୌଣସ ଜଡିବୁଟି ନାହିଁ ।


ବ୍ୟବହାର :-

1.ନିଆଁରେ ପୋଡି ଥିବା କିମ୍ବା କୌଣସି ପ୍ରକାର ବିଷାକ୍ତ ପୋକର ବିନ୍ଧାରେ ଶ୍ରୀ ତୁଳସୀକୁ ଲଗାଇଲେ ବିଶେଷ ଆରାମ ମିଳିଥାଏ । 

2.ଥଣ୍ଡା , ଖାଶ , ମୁଣ୍ଡ ବ୍ୟଥା ,  ଇତ୍ୟାଦିରେ ଶ୍ରୀ ତୁଳସୀର ଦୁଇ ବୁନ୍ଦା ମହୁ ସହିତ ମିସାଇ ସେବନ କଲେ ବହୁତ ଭଲ ଲାଭ ମିଳିଥାଏ ।

3.କ୍ୟାନସରରେ ଶ୍ରୀ ତୁଳସୀର ଦୁଇ ବୁନ୍ଦା ଏକ ଗିଲାସ ଲହୁଣୀ ସହିତ ସକାଳ ସଂନ୍ଧ୍ୟା ସେବନ କଲେ ଉପଶମ ମିଳିଥାଏ। 

4.କାନ ବ୍ୟଥା ଏବଂ କାନ ପାଚିବାରେ  ଶ୍ରୀ ତୁଳସୀକୁ ଅଳ୍ପ ଉଷୁମ କିମ୍ବା ଗରମ କରି କାନରେ ପକାଇଲେ ଶୀଘ୍ର ଭଲ ହୋଇଥାଏ।

5.ଦାନ୍ତ ବ୍ୟଥା , ପୋକ ଲାଗିବା ଓ ମାଢ଼ିରୁ ରକ୍ତ ବାହାରିବାରେ - ଶ୍ରୀ ତୁଳସୀର ୮ - ୧୦ ବୁନ୍ଦା ପାଣିରେ ମିସାଇ କୁଳି କଲେ ଉପଶମ ମିଳେ।

6.ଶ୍ରୀ ତୁଳସୀ ହୃଦୟ ପାଇଁ ହିତକାର ଅଟେ । ଏହାକୁ ବ୍ୟବହାର କଲେ କଲେଷ୍ଟ୍ରୋଲର ସ୍ତରକୁ କମ କରିଥାଏ । ହାର୍ଟ - ଆଟାକ୍ ଓ ଷ୍ଟ୍ରାକ୍ ନିୟନ୍ତ୍ରୀତ ହୋଇଥାଏ । 


ଶ୍ରୀ ତୁଳସୀକୁ ଏକ ଗିଲାସ ପାଣି କିମ୍ବା ଏକ କପ ଚାରେ ୨ ବୁନ୍ଦା ମିସାଇ ସେବନ କରିପାରିବା କିମ୍ୱା ଚିକିତ୍ସକଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟବହାର କରନ୍ତୁ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ୪ - ୫ ବୁନ୍ଦା ଶ୍ରୀ ତୁଳସୀ ସେବନ କରିବା ଅବଶ୍ୟ ।


(ନୋଟ : ଶ୍ରୀ ତୁଳସୀକୁ କ୍ଷୀର ସହିତ ସେବନ କରନ୍ତୁ ନାହିଁ କିମ୍ବା ଶ୍ରୀ ତୁଳସୀ ସେବନ ପରେ କ୍ଷୀର ପିଅନ୍ତୁ ନାହିଁ । )

Comments

Popular posts from this blog

IMC ALOEVERA FIBROUS JUICE ODIA DESCRIBED

          ସଦା ଯୌବନ ଓ ଆରୋଗ୍ୟ ରହିବାର ରହସ୍ୟ Aloe Vera fibrous juice ସମନ୍ଵିତ ସାମଗ୍ରୀ:- ଏଲୋବେରା, ଅଁଳା , ତୁଳସୀ , ଅଦା , ଇଷ୍ଟିବିଆ । ଏହା ଛୋଟ ଛୁଆ , ବୃଦ୍ଧ , ସ୍ତ୍ରୀ , ପୁରୁଷ , ସ୍ଵାସ୍ଥ୍ୟ ଓ ରୋଗୀ ସଭିଙ୍କ ପାଇଁ ଅମୃତ ଏବଂ ରୋଗୀଙ୍କ ପାଇଁ ବରଦାନ ଅଟେ ।  ଏଲୋବେରା :- ଏଲୋବେରାକୁ ଘିକୁଆଁର , ଗୱାରପାଟା , ଓ  କୁୱାରଗନ୍ଦଲ ମଧ୍ୟ କୁହାଯାଏ। ଏହାକୁ ଆମେ ପ୍ରାଚୀନ କାଳରୁ ଔଷଧୀୟ ରୂପେ ବ୍ୟବହାର କରି ଆସୁଛନ୍ତି। ଏଲୋବେରା ୩୦୦ ପ୍ରଜାତିର ଦେଖିବାକୁ ମିଳିଥାଏ । କିନ୍ତୁ କେବଳ ଚାରି ପ୍ରଜାତିର ଏଲୋବେରାରେ ୯୦ % ରୁ ୧୦୦ % ଔଷଧୀୟ ଗୁଣ ଦେଖିବାକୁ ମିଳିଥାଏ । ଏଥିରୁ ଗୋଟିଏ ପ୍ରଜାତି ହେଲା ଆଲୋ ବାରବାଡେନ୍ସିସ୍ ମିଲର୍ (Aloe barbadensis Miller) । ଯେଉଁଥିରେ ୧୦୦ % ଔଷଧୀୟ ଗୁଣ ଅଛି ଏବଂ ସବୁଠାରୁ ଉତ୍ତମ  ବୋଲି ମନାଯାଏ ଓ ଏହାକୁ ଆଧାର କରି  IMC Aloe Vera fibrous juice ପ୍ରସ୍ତୁତ କରିଛି । ଯେଉଁଥିରେ କି ୨୦୦ରୁ ଅଧିକ ପୋଷକତତ୍ତ୍ଵ ରହିଛି । ୨୦ ଅନିବାର୍ଯ୍ୟ ମିନେରାଲ୍ସ , ୮ ଅନିବାର୍ଯ୍ୟ ଏମିନୋ ଏସିଡ  , ୧୪ ସେକେଣ୍ଡାରୀ ଏମିନୋ ଏସିଡ୍ , ଏନଞ୍ଜାଇମ୍ସ ତଥା ୧୨ ପ୍ରକାର ଭିଟାମିନ୍ ବିଦ୍ୟମାନ। ଏଲୋବେରା ସଂସାରର ସବୁଠାରୁ ସର୍ବୋତ୍ତମ ଏଣ୍ଟି- ବାଇଟିକ୍ , ଏଣ୍ଟି- ସେପ୍ଟିକ୍ , ଏଣ୍ଟି - ଅକ୍ସିଡେଣ୍ଟ , ଏଣ୍ଟି- ଏଞ୍ଜୀଙ୍ଗ ,...