Skip to main content

IMC ALOEVERA FIBROUS JUICE ODIA DESCRIBED

          ସଦା ଯୌବନ ଓ ଆରୋଗ୍ୟ ରହିବାର ରହସ୍ୟ

Aloe Vera fibrous juice

ସମନ୍ଵିତ ସାମଗ୍ରୀ:- ଏଲୋବେରା, ଅଁଳା , ତୁଳସୀ , ଅଦା , ଇଷ୍ଟିବିଆ ।
ଏହା ଛୋଟ ଛୁଆ , ବୃଦ୍ଧ , ସ୍ତ୍ରୀ , ପୁରୁଷ , ସ୍ଵାସ୍ଥ୍ୟ ଓ ରୋଗୀ ସଭିଙ୍କ ପାଇଁ ଅମୃତ ଏବଂ ରୋଗୀଙ୍କ ପାଇଁ ବରଦାନ ଅଟେ । 
ଏଲୋବେରା :- ଏଲୋବେରାକୁ ଘିକୁଆଁର , ଗୱାରପାଟା , ଓ  କୁୱାରଗନ୍ଦଲ ମଧ୍ୟ କୁହାଯାଏ। ଏହାକୁ ଆମେ ପ୍ରାଚୀନ କାଳରୁ ଔଷଧୀୟ ରୂପେ ବ୍ୟବହାର କରି ଆସୁଛନ୍ତି। ଏଲୋବେରା ୩୦୦ ପ୍ରଜାତିର ଦେଖିବାକୁ ମିଳିଥାଏ । କିନ୍ତୁ କେବଳ ଚାରି ପ୍ରଜାତିର ଏଲୋବେରାରେ ୯୦ % ରୁ ୧୦୦ % ଔଷଧୀୟ ଗୁଣ ଦେଖିବାକୁ ମିଳିଥାଏ । ଏଥିରୁ ଗୋଟିଏ ପ୍ରଜାତି ହେଲା ଆଲୋ ବାରବାଡେନ୍ସିସ୍ ମିଲର୍ (Aloe barbadensis Miller) । ଯେଉଁଥିରେ ୧୦୦ % ଔଷଧୀୟ ଗୁଣ ଅଛି ଏବଂ ସବୁଠାରୁ ଉତ୍ତମ  ବୋଲି ମନାଯାଏ ଓ ଏହାକୁ ଆଧାର କରି  IMC Aloe Vera fibrous juice ପ୍ରସ୍ତୁତ କରିଛି । ଯେଉଁଥିରେ କି ୨୦୦ରୁ ଅଧିକ ପୋଷକତତ୍ତ୍ଵ ରହିଛି । ୨୦ ଅନିବାର୍ଯ୍ୟ ମିନେରାଲ୍ସ , ୮ ଅନିବାର୍ଯ୍ୟ ଏମିନୋ ଏସିଡ  , ୧୪ ସେକେଣ୍ଡାରୀ ଏମିନୋ ଏସିଡ୍ , ଏନଞ୍ଜାଇମ୍ସ ତଥା ୧୨ ପ୍ରକାର ଭିଟାମିନ୍ ବିଦ୍ୟମାନ। ଏଲୋବେରା ସଂସାରର ସବୁଠାରୁ ସର୍ବୋତ୍ତମ ଏଣ୍ଟି- ବାଇଟିକ୍ , ଏଣ୍ଟି- ସେପ୍ଟିକ୍ , ଏଣ୍ଟି - ଅକ୍ସିଡେଣ୍ଟ , ଏଣ୍ଟି- ଏଞ୍ଜୀଙ୍ଗ , ଏଣ୍ଟିି- ଡିସିଜ , ଏଣ୍ଟିି- ବାଇରୋଲ , ଏଣ୍ଟିି- ଷ୍ଟ୍ରେସ୍ , ଏଣ୍ଟିି- ବ୍ୟାକ୍ଟରିଆର , ଏଣ୍ଟିି- ଆଲାର୍ଜି ଓ ରୋଗାଣୁ , ଭୁତାଣୁକୁ ନଷ୍ଟକରି ଅଟେ । ଏଥିପାଇଁ ଏଲୋବେରା ସମସ୍ତ ପ୍ରକାର ରୋଗକୁ ନଷ୍ଟ କରିବାର ପୁଷ୍ପ ମଧ୍ୟ କୁହାଯାଏ । । ଅତ୍ୟଧିକ ରୋଗର କାରଣ ଆମ ଶରୀରର ଅନ୍ତନଳୀକୁ ସଫା ନରଖିବା । ଏଲୋବେରାରେ ମିଳୁଥିବା ଲିଗ୍‌ନିନ୍ନ ତଥା ସୌଫନିନ୍ନ ଆମ ଅନ୍ତ ନଳୀରେ ଜମା ହୋଇ ବିଷାକ୍ତ ପଦାର୍ଥକୁ ସଫା କରି ଅନ୍ତନଳୀକୁ ଶକ୍ତି ପ୍ରଦାନ କରିଥାଏ । ଏଲୋବେରା ଆମ ଶରୀରର ସମସ୍ତ ଛୋଟ ବଡ ଶୀରା ପ୍ରସିରାକୁ ସଫା କରିଥାଏ । କୋଷିକାରେ ନୂଆ ଶକ୍ତି ଓ ପୂର୍ତ୍ତୀ ଉତ୍ପନ କରିଥାଏ । ଏଲୋବେରା ଏକ ଅଦ୍ଭୁତ ଆହାର ଓ ଔଷଧ ଅଟେ । ଯଦି ଆପଣ ଔଷଧ ଓ ରୋଗରୁ ଭଲମୁକ୍ତି ଜୀବନ ବିତାଇବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ଆଲୋବେରା ସେବନ କରନ୍ତୁ।
IMC Aloevera fibrous juice 
ଅଁଳା - ଅଁଳା ପୌଷ୍ଟିକ ଗୁଣରେ ଭରପୁର ଅଟେ । ଏହା ଭିଟାମିନ୍ - ସି (C) ର ଏକ ଉତ୍ତମ ସ୍ରୋତ ଅଟେ । ଗୋଟେ ତାଜା ଅଁଳାରେ ୨୦ଟି ସାନ୍ତରାର ବରାବର ଭିଟାମିନ୍ ସି (C) ମିଳାଥାଏ । ଏହା ଶରୀରକୁ ସ୍ବାସ୍ଥ୍ୟ ବର୍ଦ୍ଧକ ରଖିଥାଏ । ଏଥିରେ ଏଣ୍ଟ - ଅକ୍ସିଡେଣ୍ଟ , ଏନଞ୍ଜାଇମ ରହିଥାଏ ଓ ବୃଦ୍ଧାବସ୍ଥାକୁ ରୋକିଥାଏ । ଏମିତି କୁହାଯାଏ ଯେ ଅନ୍ୟ କୌଣସି ଜଡ଼ିବୁଟିରେ ଅଁଳା ଭଳିଆ ଔଷଧୀୟ ଗୁଣ ନାହିଁ । 
ତୁଳସୀ - ତୁଳସୀ ସର୍ବରୋଗ ନାସକ ଏବଂ ଉତ୍ତମ ଔଷଧ ଅଟେ ।  
ଅଦା - ଏହା ସ୍ୱାସ୍ଥ୍ୟ ଓ ଯୌବନକୁ ବଞ୍ଚାଇ ରଖିଥାଏ । ପାଚନ ଭଲ ଭାବରେ ହୁଏ ଓ ଗ୍ୟାସ ଉତ୍ପନ ହୁଏ ନାହିଁ ଏବଂ ଭୋକ ମଧ୍ୟ ଭଲ ହୋଇଥାଏ ।
 ଇଷ୍ଟିବିଆ - ସଂସାରର ସମସ୍ତଙ୍କ ଠାରୁ ଭଲ ମିଠା ସ୍ରୋତ ଅଟେ ।ଏହା ଚିନି ଠାରୁ ୩୦୦ ଗୁଣ ଅଧିକ ମିଠା ଅଟେ । ଏଥିରେ ଜିରୋ କାଲ୍ୟରୀ , ଜିରୋ କାରବୋ ହାଇଡ୍ରେଟ ଏବଂ ଜିରୋ ଫେଟ ଅଛି । ଏହା ଏକ ଏଣ୍ଟିିି- ବ୍ୟାକଟେରିଆ , ଏଣ୍ଟି- ବାୟରାଲ ଓ ଏଣ୍ଟି- ଫଙ୍ଗଲ ଅଛି । ଏଥିରେ କୌଣସି ପ୍ରକାରର ପୋଷକ ତତ୍ତ୍ଵ ସାମିଲ ନାହିଁ | ମୋଟାପଣ କମାଇବା ପାଇଁ କଲେଣ୍ଟ୍ରୋଲ , ସୁଗାର , ବ୍ଲକ୍ ଫେସରରେ ଲାଭଦାୟକ ହୋଇଥାଏ ।

ଏଲୋବେରା , ଅଁଳା , ତୁଳସୀ ତଥା ଇଷ୍ଟିବିଆ ୨୨୦ରୁ ଅଧିକ ରୋଗୀଙ୍କ ପାଇଁ ଲାଭ ଦାୟକ ଅଟେ । ଯଥା : -
* ମୋଟାପା , ଡାଇବେଟିସ , ବ୍ଲଡ୍ ପ୍ରେସର୍ , କଲେଷ୍ଟ୍ରୋଲ ଏବଂ ହୃଦୟରୋଗ ।
* ସର୍ଦ୍ଦି , ଖାସ , ଆସ୍ଥମା , ବାଳ ଅସମୟରେ ଝଡିବା ଏବଂ ଧଳାହୋଇଯିବା 
* କ୍ୟାନରସ ରେଡିଓ ଏବଂ , ଚର୍ମରୋଗ ଓ ମୁହଁରେ ଥିବା କଳାଦାଗ .. ମାଢିରେ ରକ୍ତ ବୋହିବା , ସିଣ୍ଡ୍ରୋମ୍ । ଏଲୋବେରା ମଦ୍ୟପାନ କରି କିଡ୍‌ନୀ ରୋଗର ହୋଇଥିବା ସମସ୍ୟାକୁ ଦୂର କରିଥାଏ । କମ୍ଫ , ଆଣ୍ଠୁଗଣ୍ଠି ବ୍ୟଥ , ମେରୁଦଣ୍ଡ ବ୍ୟଥା ।
* ଅଲ୍ସର , ପେଟରୋଗ , ସିରାପ୍ରସିରା ଓ ନିମୋନିଆ । Aloevera  ବିର୍ଯ୍ୟ ଓ ଯୌବନଶକ୍ତି , ଇଚ୍ଛା , କ୍ଷମତା , ପ୍ରଶ୍ନତା ଏବଂ ଷ୍ଟେମିନାକୁ ବଢାଇଥାଏ । ପାଚନ ତନ୍ତ୍ର ର ରୋଗ , ମାଇଗ୍ରେନ୍ , ବ୍ରୋଙ୍କାଇଟିସ୍ , ପଥୁରି ଏବଂ ବାବାଶୀର । ଏଲୋବେରା ସ୍ତ୍ରୀଙ୍କ ମିତ୍ର ଏବଂ ସ୍ତ୍ରୀ ଲୋକଙ୍କ ପାଇଁ ବରଦାନ ଅଟେ । ଏହା ଲ୍ୟୁକୋରିଆକୁ ରୋକିଥାଏ।
* ଆଖୁ ରୋଗ , କିଡନୀ ରୋଗ , ପୋଲିଓ , ( ହେପାଟାଇଟିସ୍ ) ରୋକିଥାଏ । ଗର୍ଭଧାରଣ କ୍ଷମତାକୁ ବଢାଇଥାଏ ତଥା ମାସିକ ଋତୁସ୍ରାବ ନିୟମିତ କରାଇଥାଏ।

ବ୍ଯବହାର:-

* ସକାଳେ ଉଠିବା ମାତ୍ରେ ୩୦ ମି.ଲି. ଏଲୋବେରା ଜୁସ୍ ୨୫୦ ମି.ଲି. ପାଣିରେ ମିଶାଇ ଏବଂ ରାତ୍ରିରେ ଭାତ ଖାଇବା ୨ ଘଣ୍ଟା ପୂର୍ବରୁ ୩୦ ମି.ଲି. ଏଲୋବେରା ଜୁସ୍ ୨୫୦ ମି.ଲି. ପାଣିରେ ମିଶାଇ ସେବନ କରନ୍ତୁ ଅଥବା ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ । 
୧ . ଏଲୋବେରା ଡାକ୍ତରୀ କହିଥିବା ଔଷଧ ସହିତ ମିଶାଇ ଖାଇଲେ କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । 

୨ . ଗର୍ଭବସ୍ଥା ଏବଂ ସ୍ତନପାନ ସମୟରେ ଏହାକୁ ସେବନ କରୁଥିବା ଛୋଟଛୁଆଙ୍କ ପାଇଁ ଚିକିତ୍ସକଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟବହାର କରନ୍ତୁ ।

YouTube channel




Comments

Popular posts from this blog

Imc Shri Tulsi odia describe

BENIFITS OF IMC SHRI TULSI  ପରିଚୟ :-  ଭାରତୀୟ ପାରମ୍ପାରିକ ରୀତି ରେ ତୁଳସୀ କୁ ମାତା ବୃନ୍ଦାବତି ରୂପେ ପୂଜା କରାଯାଏ। ଏହାର ନିଜସ୍ଵ ଶ୍ରେଷ୍ଠ ଚମତ୍କାର ଓ ଔଷଧୀୟ ଗୁଣ ଅଛି। ତୁଳସୀକୁ ସମସ୍ତ ଗଛ ଗୁଡିକର ପବିତ୍ର ଗଛ ବୋଲି ମାନାଯାଏ ।ତୁଳସୀ ଗଛ କୁ ପାରମ୍ପାରିକ ଭାରତୀୟ ଚିକିତ୍ସା ପ୍ରଣାଳୀରେ ଔଷଧୀୟ ରୂପେ ବ୍ୟବହାର କରାଯାଏ। ତୁଳସୀ କୁ  ସବୁ ରୋଗର ନାସକ ରୂପରେ ମାନ୍ୟତା ଦିଆଯାଇଛି । ତୁଳସୀକୁ ଜଡି - ବୁଟିର ରାଣୀ ମଧ୍ୟ ମାନାଯାଏ ।  ଏମିତି କୌଣସି ଜଡି - ବୁଟି ନାହିଁ , ଯାହାକି ତୁଳସୀ ଭଳି ସ୍ଵାସ୍ଥ୍ୟ ଲାଭଦାୟକ ଦେଇ ପାରେ ।   ଏହା ପୋଷ୍ଟିକ ଗୁଣରେ ଭରପୁର ଅଟେ ।  ତୁଳସୀ ଭିଟାମିନ ଏବଂ ଖଣିଜ ଦ୍ରବର ମିଶ୍ରଣ ଅଟେ ଯେମିତି : - ଭିଟାମିନ - ଏ , ବିଟାକେରୋଟିନ ପୋଟାସିୟାମ , ଆୟରୋନ , କୋପର , ମ୍ୟାଙ୍ଗାନିଜ , ମ୍ୟାଗ୍ନେସିୟାମ । ତୁଳସୀରେ ସବୁଠାରୁ ଭଲ ଏଣ୍ଟି - ଆକ୍ସିଡେଣ୍ଟ , ଏଣ୍ଟି - ଇମ୍ପଲୋମେଟ୍ରି , ଏଣ୍ଟି - ବାୟରୋଲ , ଏଣ୍ଟି - ଏଲାର୍ଜି ଓ ଏଣ୍ଟି - ଦିଜିଜ୍ ଗୁଣ ମିଳିଥାଏ ।  ଏହାକୁ ଆଧାର କରି IMC ତିଆରି କରିଛି ଶ୍ରୀ ତୁଳସୀ । ଯାହାକି 5 ଟି ତୁଳସୀ ଗଛ ଯଥା :- ରାମ ତୁଳସୀ, ଶ୍ୱାମ ତୁଳସୀ, ବଣ ତୁଳସୀ, ନିମ୍ବ ତୁଳସୀ ଓ ବିଷ୍ଣୁ ତୁଳସୀ  ର ଅର୍କ କୁ ନେଇ  ପ୍ରସ୍ତୁତ ହୋଇଛି । ଲାଭ :- ଏହା ୨୦୦ ପ୍ରକାରର ରୋଗ ପାଇଁ ଲାଭ ଦାୟକ ଅଟେ ଯେମ...