Skip to main content

Posts

IMC ALOEVERA FIBROUS JUICE ODIA DESCRIBED

          ସଦା ଯୌବନ ଓ ଆରୋଗ୍ୟ ରହିବାର ରହସ୍ୟ Aloe Vera fibrous juice ସମନ୍ଵିତ ସାମଗ୍ରୀ:- ଏଲୋବେରା, ଅଁଳା , ତୁଳସୀ , ଅଦା , ଇଷ୍ଟିବିଆ । ଏହା ଛୋଟ ଛୁଆ , ବୃଦ୍ଧ , ସ୍ତ୍ରୀ , ପୁରୁଷ , ସ୍ଵାସ୍ଥ୍ୟ ଓ ରୋଗୀ ସଭିଙ୍କ ପାଇଁ ଅମୃତ ଏବଂ ରୋଗୀଙ୍କ ପାଇଁ ବରଦାନ ଅଟେ ।  ଏଲୋବେରା :- ଏଲୋବେରାକୁ ଘିକୁଆଁର , ଗୱାରପାଟା , ଓ  କୁୱାରଗନ୍ଦଲ ମଧ୍ୟ କୁହାଯାଏ। ଏହାକୁ ଆମେ ପ୍ରାଚୀନ କାଳରୁ ଔଷଧୀୟ ରୂପେ ବ୍ୟବହାର କରି ଆସୁଛନ୍ତି। ଏଲୋବେରା ୩୦୦ ପ୍ରଜାତିର ଦେଖିବାକୁ ମିଳିଥାଏ । କିନ୍ତୁ କେବଳ ଚାରି ପ୍ରଜାତିର ଏଲୋବେରାରେ ୯୦ % ରୁ ୧୦୦ % ଔଷଧୀୟ ଗୁଣ ଦେଖିବାକୁ ମିଳିଥାଏ । ଏଥିରୁ ଗୋଟିଏ ପ୍ରଜାତି ହେଲା ଆଲୋ ବାରବାଡେନ୍ସିସ୍ ମିଲର୍ (Aloe barbadensis Miller) । ଯେଉଁଥିରେ ୧୦୦ % ଔଷଧୀୟ ଗୁଣ ଅଛି ଏବଂ ସବୁଠାରୁ ଉତ୍ତମ  ବୋଲି ମନାଯାଏ ଓ ଏହାକୁ ଆଧାର କରି  IMC Aloe Vera fibrous juice ପ୍ରସ୍ତୁତ କରିଛି । ଯେଉଁଥିରେ କି ୨୦୦ରୁ ଅଧିକ ପୋଷକତତ୍ତ୍ଵ ରହିଛି । ୨୦ ଅନିବାର୍ଯ୍ୟ ମିନେରାଲ୍ସ , ୮ ଅନିବାର୍ଯ୍ୟ ଏମିନୋ ଏସିଡ  , ୧୪ ସେକେଣ୍ଡାରୀ ଏମିନୋ ଏସିଡ୍ , ଏନଞ୍ଜାଇମ୍ସ ତଥା ୧୨ ପ୍ରକାର ଭିଟାମିନ୍ ବିଦ୍ୟମାନ। ଏଲୋବେରା ସଂସାରର ସବୁଠାରୁ ସର୍ବୋତ୍ତମ ଏଣ୍ଟି- ବାଇଟିକ୍ , ଏଣ୍ଟି- ସେପ୍ଟିକ୍ , ଏଣ୍ଟି - ଅକ୍ସିଡେଣ୍ଟ , ଏଣ୍ଟି- ଏଞ୍ଜୀଙ୍ଗ ,...
Recent posts

Imc Shri Tulsi odia describe

BENIFITS OF IMC SHRI TULSI  ପରିଚୟ :-  ଭାରତୀୟ ପାରମ୍ପାରିକ ରୀତି ରେ ତୁଳସୀ କୁ ମାତା ବୃନ୍ଦାବତି ରୂପେ ପୂଜା କରାଯାଏ। ଏହାର ନିଜସ୍ଵ ଶ୍ରେଷ୍ଠ ଚମତ୍କାର ଓ ଔଷଧୀୟ ଗୁଣ ଅଛି। ତୁଳସୀକୁ ସମସ୍ତ ଗଛ ଗୁଡିକର ପବିତ୍ର ଗଛ ବୋଲି ମାନାଯାଏ ।ତୁଳସୀ ଗଛ କୁ ପାରମ୍ପାରିକ ଭାରତୀୟ ଚିକିତ୍ସା ପ୍ରଣାଳୀରେ ଔଷଧୀୟ ରୂପେ ବ୍ୟବହାର କରାଯାଏ। ତୁଳସୀ କୁ  ସବୁ ରୋଗର ନାସକ ରୂପରେ ମାନ୍ୟତା ଦିଆଯାଇଛି । ତୁଳସୀକୁ ଜଡି - ବୁଟିର ରାଣୀ ମଧ୍ୟ ମାନାଯାଏ ।  ଏମିତି କୌଣସି ଜଡି - ବୁଟି ନାହିଁ , ଯାହାକି ତୁଳସୀ ଭଳି ସ୍ଵାସ୍ଥ୍ୟ ଲାଭଦାୟକ ଦେଇ ପାରେ ।   ଏହା ପୋଷ୍ଟିକ ଗୁଣରେ ଭରପୁର ଅଟେ ।  ତୁଳସୀ ଭିଟାମିନ ଏବଂ ଖଣିଜ ଦ୍ରବର ମିଶ୍ରଣ ଅଟେ ଯେମିତି : - ଭିଟାମିନ - ଏ , ବିଟାକେରୋଟିନ ପୋଟାସିୟାମ , ଆୟରୋନ , କୋପର , ମ୍ୟାଙ୍ଗାନିଜ , ମ୍ୟାଗ୍ନେସିୟାମ । ତୁଳସୀରେ ସବୁଠାରୁ ଭଲ ଏଣ୍ଟି - ଆକ୍ସିଡେଣ୍ଟ , ଏଣ୍ଟି - ଇମ୍ପଲୋମେଟ୍ରି , ଏଣ୍ଟି - ବାୟରୋଲ , ଏଣ୍ଟି - ଏଲାର୍ଜି ଓ ଏଣ୍ଟି - ଦିଜିଜ୍ ଗୁଣ ମିଳିଥାଏ ।  ଏହାକୁ ଆଧାର କରି IMC ତିଆରି କରିଛି ଶ୍ରୀ ତୁଳସୀ । ଯାହାକି 5 ଟି ତୁଳସୀ ଗଛ ଯଥା :- ରାମ ତୁଳସୀ, ଶ୍ୱାମ ତୁଳସୀ, ବଣ ତୁଳସୀ, ନିମ୍ବ ତୁଳସୀ ଓ ବିଷ୍ଣୁ ତୁଳସୀ  ର ଅର୍କ କୁ ନେଇ  ପ୍ରସ୍ତୁତ ହୋଇଛି । ଲାଭ :- ଏହା ୨୦୦ ପ୍ରକାରର ରୋଗ ପାଇଁ ଲାଭ ଦାୟକ ଅଟେ ଯେମ...